അർത്ഥം : ଚେସ ଖେଳରେ ଗୋଟି ଚଳାଇବାପାଇଁ କାଗଜ, କାଠଆଦି ଉପରେ ତିଆରି ହୋଇଥିବା ବିଭାଗ
							ഉദാഹരണം : 
							ସେ ଚେସ୍ର ମୋହରକୁ ଆଗ ଘରେ ରଖିଲା
							
പര്യായപദങ്ങൾ : ଗୋଟି ଘର
മറ്റ് ഭാഷകളിലേക്കുള്ള വിവർത്തനം :
Any artifact having a shape similar to a plane geometric figure with four equal sides and four right angles.
A checkerboard has 64 squares.അർത്ഥം : ରୋଗଆଦିର ମୂଳ କାରଣ
							ഉദാഹരണം : 
							କାଶ ହେଉଛି ରୋଗର ଘର
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁସ୍ଥାନସହ କେହି ଭଲଭାବରେ ପରିଚିତ
							ഉദാഹരണം : 
							ଆହ୍ଲାବାଦ ମୋପାଇଁ ଘର
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେହି ରହୁଥିବା ସ୍ଥାନ
							ഉദാഹരണം : 
							ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ  ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
							
പര്യായപദങ്ങൾ : ଆବାସ, ନିବାସ, ବାସ, ବାସସ୍ଥାନ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.അർത്ഥം : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
							ഉദാഹരണം : 
							ଏହି ଘରେ ପାଞ୍ଚଟି କୋଠରୀ ଅଛି  ନାରୀ ନିକେତନରେ ବିଧବା ମଙ୍ଗଳା ରହେ
							
പര്യായപദങ്ങൾ : ଗୃହ, ନିକେତନ, ସଦନ
മറ്റ് ഭാഷകളിലേക്കുള്ള വിവർത്തനം :
A dwelling that serves as living quarters for one or more families.
He has a house on Cape Cod.