അർത്ഥം : (ବିଛଣା ) ଗୋଟାଇବା
							ഉദാഹരണം : 
							ସେ ବିଛଣା ଗୁଡ଼ାଉଛି
							
പര്യായപദങ്ങൾ : ଏକାଠି କରିବା, ଭାଙ୍ଗି ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା
							ഉദാഹരണം : 
							ଗାଲିଚାକୁ ଗୁଡ଼ାନ୍ତୁ
							
പര്യായപദങ്ങൾ : ଗୁଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
							ഉദാഹരണം : 
							ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
							
പര്യായപദങ്ങൾ : ଚାପିଦେବା
മറ്റ് ഭാഷകളിലേക്കുള്ള വിവർത്തനം :