അർത്ഥം : ଜନ୍ମହେବା ପୂର୍ବରୁ ମେରୁଦଣ୍ଡ ବିକଶିତ ଜନ୍ତୁଙ୍କୁ ଚିହ୍ନିବା ପାଇଁ ଯୋଗ୍ୟ ମୁଖ୍ୟ ଲକ୍ଷଣଗୁଡ଼ିକୁ ଦେଖାଉଥିବା ବିକାଶର ଅବସ୍ଥା
							ഉദാഹരണം : 
							ଭ୍ରୂଣ ହତ୍ୟା କରିବା ଅପରାଧ
							
പര്യായപദങ്ങൾ : ଗର୍ଭସ୍ଥଜୀବ, ଭ୍ରୂଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ
							ഉദാഹരണം : 
							ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ
							
പര്യായപദങ്ങൾ : ଗର୍ଭାଶୟ
മറ്റ് ഭാഷകളിലേക്കുള്ള വിവർത്തനം :