അർത്ഥം : ହାତୀର ଗର୍ଜନ
							ഉദാഹരണം : 
							ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ
							
പര്യായപദങ്ങൾ : ଦୀର୍ଘ ଚିତ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
							ഉദാഹരണം : 
							କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
							
പര്യായപദങ്ങൾ : ଗରଜିବା, ହେଣ୍ଟାଳିବା
മറ്റ് ഭാഷകളിലേക്കുള്ള വിവർത്തനം :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।അർത്ഥം : ସାପ ଫଁ ଫଁ କରିବା
							ഉദാഹരണം : 
							ନାଗ ଫଣା ଟେକି ଫଁ ଫଁ ହେଲା
							
പര്യായപദങ്ങൾ : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୋରରେ କହିବା
							ഉദാഹരണം : 
							ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
							
പര്യായപദങ്ങൾ : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା
മറ്റ് ഭാഷകളിലേക്കുള്ള വിവർത്തനം :