അർത്ഥം : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
							ഉദാഹരണം : 
							ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ  ସେ ରାତିର ଗହନତାରେ ବୁଲୁଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ଚଞ୍ଚଳ ନୁହେଁ
							ഉദാഹരണം : 
							ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
							
പര്യായപദങ്ങൾ : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିନ୍ତା କରିବା ଯୋଗ୍ୟ
							ഉദാഹരണം : 
							ତାର ଅବସ୍ଥା ଚିନ୍ତାଜନକ
							
പര്യായപദങ്ങൾ : ଚିନ୍ତନୀୟ, ଚିନ୍ତାଜନକ
മറ്റ് ഭാഷകളിലേക്കുള്ള വിവർത്തനം :
Causing distress or worry or anxiety.
Distressing (or disturbing) news.അർത്ഥം : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							ഉദാഹരണം : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
പര്യായപദങ്ങൾ : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
മറ്റ് ഭാഷകളിലേക്കുള്ള വിവർത്തനം :
Difficult to analyze or understand.
A complicated problem.