അർത്ഥം : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
							ഉദാഹരണം : 
							ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
							ഉദാഹരണം : 
							ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
							ഉദാഹരണം : 
							ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
							
മറ്റ് ഭാഷകളിലേക്കുള്ള വിവർത്തനം :