അർത്ഥം : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
							ഉദാഹരണം : 
							ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
							
പര്യായപദങ്ങൾ : ପାକ୍, ବ୍ୟଞ୍ଜନ, ରୋଷେଇ
മറ്റ് ഭാഷകളിലേക്കുള്ള വിവർത്തനം :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।അർത്ഥം : ଜୀବିକା-ନିର୍ବାହର ଏପରି ସାଧନ ଯେଉଁଥିରେ ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ହୋଇଥାଏ
							ഉദാഹരണം : 
							ଖାଦ୍ୟ ପାଇଁ ଲୋକେ ଗାଁ ଛାଡିକରି ସହର ଯାଉଛନ୍ତି
							
പര്യായപദങ്ങൾ : ଅନ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
जीविका-निर्वाह का ऐसा साधन जिससे अपना और अपने परिवार का पेट पाला जाता हो।
रोटी की तलाश में लोग गाँव छोड़कर शहर जा रहे हैं।അർത്ഥം : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ
							ഉദാഹരണം : 
							ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ
							
മറ്റ് ഭാഷകളിലേക്കുള്ള വിവർത്തനം :
चावल, रोटी आदि के साथ खाये जाने वाले पदार्थ।
त्योहारों में तरह-तरह के व्यंजन बनाए जाते हैं।അർത്ഥം : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
							ഉദാഹരണം : 
							ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
							
പര്യായപദങ്ങൾ : ଅନ୍ନ, ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।
गाँव की अपेक्षा शहरों में खाद्य वस्तुएँ बहुत महँगी हैं।