അർത്ഥം : ଯେଉଁ ପୁରୁଷ ବିବାହିତ ନୁହେଁ
							ഉദാഹരണം : 
							ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
							
പര്യായപദങ്ങൾ : ଅବିବାହିତ, ଅବିବାହିତ ପୁରୁଷ, ବାଡ଼ୁଅ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
							ഉദാഹരണം : 
							ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
							
പര്യായപദങ്ങൾ : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, ଷଡ଼ାନନ, ସ୍କନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
भगवान शिव के बड़े पुत्र जो युद्ध के देवता कहे जाते हैं।
कार्तिकेय देव सेना के सेनापति हैं।