അർത്ഥം : ଯେଉଁ ସ୍ତ୍ରୀ ରଜସ୍ୱଳା ହୋଇନାହିଁ
							ഉദാഹരണം : 
							ସେ ଦୁର୍ଗାପୂଜା ସମୟରେ ଏଗାର ଜଣ କୁମାରୀଙ୍କୁ ଖାଇବାକୁ ଦିଅନ୍ତି
							
പര്യായപദങ്ങൾ : କୁମାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
							ഉദാഹരണം : 
							ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
							
പര്യായപദങ്ങൾ : ଅବିବାହିତ ନାରୀ, ଅବିବାହିତା, କୁମାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର କୌମାର୍ଯ୍ୟ ଭଙ୍ଗ ହୋଇନାହିଁ
							ഉദാഹരണം : 
							ନବରାତ୍ରରେ କୁମାରୀଗଣଙ୍କୁ  ଭୋଜନ କରିବା ନିମନ୍ତେ ଆମନ୍ତ୍ରଣ କରାଯାଏ
							
പര്യായപദങ്ങൾ : କୁମାରୀ
മറ്റ് ഭാഷകളിലേക്കുള്ള വിവർത്തനം :