അർത്ഥം : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
							ഉദാഹരണം : 
							ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
							
പര്യായപദങ്ങൾ : କମକୁଟ, ଡାଳି, ସୂକ୍ଷ୍ମକାମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
							ഉദാഹരണം : 
							ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
							
പര്യായപദങ്ങൾ : କାରୁକଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାରୁକାର୍ଯ୍ୟ କରାଯାଇଥିବା
							ഉദാഹരണം : 
							ଏହି ମନ୍ଦିର ଦ୍ୱାରରେ କାରୁକାର୍ଯ୍ୟ ହୋଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :