അർത്ഥം : ହିତ ବା ଭଲ ଚାହୁଁଥିବା
							ഉദാഹരണം : 
							ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
							
പര്യായപദങ്ങൾ : ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
മറ്റ് ഭാഷകളിലേക്കുള്ള വിവർത്തനം :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।അർത്ഥം : କଲ୍ୟାଣ କରିବାବାଲା
							ഉദാഹരണം : 
							ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ
							
പര്യായപദങ്ങൾ : କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ, ହିତକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Auguring favorable circumstances and good luck.
An auspicious beginning for the campaign.