അർത്ഥം : ମୁଁହରୁ ବାହାରୁଥିବା ଗାଢ଼, ତରଳ ଧଳା ରସ
							ഉദാഹരണം : 
							ତା ମୁଁହରୁ ଛେପ ସହିତ ରକ୍ତ ମଧ୍ୟ ବାହାରୁଅଛି
							
പര്യായപദങ്ങൾ : ଛେପ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛେପ ପକାଇବା ବା କାଶିବା ସମୟରେ ମୁହଁରୁ ବାହାରିଥିବା ଗାଢ଼ ଅଠାଳିଆ ପଦାର୍ଥ
							ഉദാഹരണം : 
							ସେ ଯେତେବେଳେ କାଶେ ତା ପାଟିରୁ କଫ ବାହାରେ
							
മറ്റ് ഭാഷകളിലേക്കുള്ള വിവർത്തനം :