അർത്ഥം : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
							ഉദാഹരണം : 
							ଏକ ଆଉ ଏକ  ମିଶି ଦୁଇ ହୁଏ
							
പര്യായപദങ്ങൾ : ୧
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାତ୍ର ଗୋଟିଏ
							ഉദാഹരണം : 
							ଶୀଳା ତାଙ୍କର ଏକମାତ୍ର ସନ୍ତାନ  ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
							
പര്യായപദങ്ങൾ : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର
മറ്റ് ഭാഷകളിലേക്കുള്ള വിവർത്തനം :