അർത്ഥം : ପୂଜାକରିବା ସମୟରେ ମନ୍ତ୍ରଦ୍ବାରା କୌଣସି ଦେବତାଙ୍କୁ ନିଜ ପାଖକୁ ଆମନ୍ତ୍ରଣ କରିବାର କାର୍ଯ୍ୟ
							ഉദാഹരണം : 
							ଦେବତାମାନଙ୍କୁ ଆବାହନ ପରେ ପୂଜା ଆରମ୍ଭ ହେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
							ഉദാഹരണം : 
							ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
							
പര്യായപദങ്ങൾ : ନିମନ୍ତ୍ରଣ
മറ്റ് ഭാഷകളിലേക്കുള്ള വിവർത്തനം :
A request (spoken or written) to participate or be present or take part in something.
An invitation to lunch.