അർത്ഥം : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
							ഉദാഹരണം : 
							ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
							
പര്യായപദങ്ങൾ : ଭୟ
മറ്റ് ഭാഷകളിലേക്കുള്ള വിവർത്തനം :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।അർത്ഥം : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
							ഉദാഹരണം : 
							କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
							
പര്യായപദങ്ങൾ : ଭୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
							ഉദാഹരണം : 
							ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
							
പര്യായപദങ്ങൾ : ହଇଚଇ
മറ്റ് ഭാഷകളിലേക്കുള്ള വിവർത്തനം :