അർത്ഥം : ମସଲା ସହିତ ତେଲରେ ବା ସେଥିରେ କିଛି ଦିନ ରଖି ଖଟା କରାହୋଇଥିବା ଫଳ ବା ତରକାରୀଆଦି
							ഉദാഹരണം : 
							ଆମ୍ବ ଏବଂ ଲେମ୍ବୁର ଆଚାର ମୋର ପସନ୍ଦ
							
മറ്റ് ഭാഷകളിലേക്കുള്ള വിവർത്തനം :
Vegetables (especially cucumbers) preserved in brine or vinegar.
pickleഅർത്ഥം : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
							ഉദാഹരണം : 
							ତା’ର ବ୍ୟବହାର ଭଲ ନୁହେଁ
							
പര്യായപദങ്ങൾ : ଆଚରଣ, ଚାଲିଚଳନ, ବାଗ, ବ୍ୟବହାର, ରଙ୍ଗଢଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।