അർത്ഥം : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
							ഉദാഹരണം : 
							ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
							
പര്യായപദങ്ങൾ : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
അർത്ഥം : ଯେ ଆଶ୍ଚର୍ୟ ହୋଇଯାଇଛି
							ഉദാഹരണം : 
							ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
							
പര്യായപദങ്ങൾ : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
മറ്റ് ഭാഷകളിലേക്കുള്ള വിവർത്തനം :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.