അർത്ഥം : ପଞ୍ଝାରେ ତବଲା, ମୃଦଙ୍ଗ ଉପରେ କରାଯାଉଥିବା ଆଘାତ
							ഉദാഹരണം : 
							ସେ ତବଲାରେ ଏତେ ଜୋରରେ ଆଘାତ କଲା ଯେ ତାହା ଫାଟିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
तबले,मृदंग आदि पर पूरे पंजे से किया जाने वाला आघात।
उसने तबले पर इतने जोर से थाप मारी कि वह फूट गया।അർത്ഥം : ଆଘାତର ଲାକ୍ଷଣିକ ପ୍ରୟୋଗ
							ഉദാഹരണം : 
							ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
A figurative injury (to your feelings or pride).
He feared that mentioning it might reopen the wound.അർത്ഥം : ମୃଦୁ ଧକ୍କା ବା ଆଘାତ
							ഉദാഹരണം : 
							ଘାଆକୁ ଫୋଡ଼ିବାପାଇଁ ଟିକେ ଆଘାତ ଯଥେଷ୍ଟ ହେବ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧକ୍କା ବା ବିଧା ମାରିବା କ୍ରିୟା
							ഉദാഹരണം : 
							ଚଙ୍ଗଚଙ୍ଗିଆ ପହିଲିମାନ ମୋଟା ପହିଲିମାନକୁ ଏକ ଜୋରଦାରିଆ ଆଘାତ ଦେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
A blow that knocks the opponent off his feet.
knockdownഅർത്ഥം : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
							ഉദാഹരണം : 
							ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା  ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।അർത്ഥം : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
							ഉദാഹരണം : 
							ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
							ഉദാഹരണം : 
							ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
							
പര്യായപദങ്ങൾ : ଖୁଞ୍ଚିହେବା, ମୋଡ଼ିହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
							ഉദാഹരണം : 
							ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
							ഉദാഹരണം : 
							ତାକୁ କାର ଧକ୍କା ହେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଘାତ ଲାଗିବାରୁ ହେଉଥିବା ଦର୍ଦର ଅବସ୍ଥା ବା ଭାବ
							ഉദാഹരണം : 
							ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆହତ ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ଆଘାତ  ପରେ ବି  ସେ କାମ କରୁଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନକୁ ଲାଗିଥିବା ଆଘାତ
							ഉദാഹരണം : 
							ତାର କଥା ମୋତେ ଆଘାତ ଦେଲା
							
പര്യായപദങ്ങൾ : ଧକ୍କା, ମାନସିକ ଆଘାତ
മറ്റ് ഭാഷകളിലേക്കുള്ള വിവർത്തനം :