അർത്ഥം : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							ഉദാഹരണം : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
പര്യായപദങ്ങൾ : ଅବିମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
Free of extraneous elements of any kind.
Pure air and water.അർത്ഥം : ମିଳି ନ ଥିବା
							ഉദാഹരണം : 
							ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
							
പര്യായപദങ്ങൾ : ଅଲଗା
മറ്റ് ഭാഷകളിലേക്കുള്ള വിവർത്തനം :