അർത്ഥം : ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା
							ഉദാഹരണം : 
							ନାଟକରେ ନାୟକ ନାୟିକାର ଅଭିମାନ ଦେଖି ପ୍ରସନ୍ନ ହୋଇଗଲା
							
പര്യായപദങ്ങൾ : ମାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ
							ഉദാഹരണം : 
							ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
							
പര്യായപദങ്ങൾ : ଗର୍ବ
മറ്റ് ഭാഷകളിലേക്കുള്ള വിവർത്തനം :