അർത്ഥം : ଯାହା ପ୍ରଚଳିତ ନୁହେଁ
							ഉദാഹരണം : 
							ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
							
പര്യായപദങ്ങൾ : ଅପ୍ରଚଳିତ, ଆଉଟ ଅଫ୍ ଡେଟ୍, ଆଉଟଡ଼େଟେଡ଼୍
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ବ୍ୟବହାର କରାଯାଏ ନାହିଁ
							ഉദാഹരണം : 
							ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
							
പര്യായപദങ്ങൾ : ଅନୁପଭୁକ୍ତ, ଅଲୋଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
जो व्यवहार में न लाया गया हो।
उसने कोरी वस्तुओं को ग़रीबों में बाँट दिया।അർത്ഥം : ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)
							ഉദാഹരണം : 
							ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ
							
പര്യായപദങ്ങൾ : ଅପିନ୍ଧା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ବ୍ୟବହାର ଉପଯୋଗୀ ନୁହେଁ
							ഉദാഹരണം : 
							ଅବ୍ୟବହୃତ ବସ୍ତୁକୁ ଫିଙ୍ଗିଦେବା ଉଚ୍ଚିତ