അർത്ഥം : ବିନା ଆରାମରେ
							ഉദാഹരണം : 
							ସେ ଅହରହ ଅବିରତ କାମ କରୁଛନ୍ତି
							
പര്യായപദങ്ങൾ : ଅନବରତ, ନିରବଚ୍ଚିନ୍ନ ଭାବରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
							ഉദാഹരണം : 
							ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି  ସଚିନ ଲାଗଲାଗ ଛକା ଲଗେଇଚାଲିଛି
							
പര്യായപദങ്ങൾ : ଅନବରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
മറ്റ് ഭാഷകളിലേക്കുള്ള വിവർത്തനം :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।