അർത്ഥം : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
							ഉദാഹരണം : 
							ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
							
പര്യായപദങ്ങൾ : ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
മറ്റ് ഭാഷകളിലേക്കുള്ള വിവർത്തനം :
Relation based on similarities and differences.
comparisonഅർത്ഥം : କୌଣସି କାମ ହେବା ବା କାହାକୁ ଭରସା କରି ରହିବା କ୍ରିୟା ବା ଭାବ
							ഉദാഹരണം : 
							ମୁଁ ଏଠି ବସି ରାମର ପ୍ରତୀକ୍ଷା କରୁଛି
							
പര്യായപദങ്ങൾ : ପ୍ରତୀକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣକୁ ଅନ୍ୟସହିତ ତୁଳନା କରିବା
							ഉദാഹരണം : 
							ପାଠପଢ଼ାରେ ରାମ ଶ୍ୟାମଠାରୁ ତୁଳନାତ୍ମକ ଭାବେ ଅଧିକ ଭଲ
							
പര്യായപദങ്ങൾ : ଅପେକ୍ଷାକୃତ ଭାବେ, ତୁଳନାତ୍ମକ ଭାବେ, ତୁଳନାରେ
മറ്റ് ഭാഷകളിലേക്കുള്ള വിവർത്തനം :