അർത്ഥം : ଅଳ୍ପ ଉର୍ବର ଜମି
							ഉദാഹരണം : 
							ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
							
പര്യായപദങ്ങൾ : ଅନୁର୍ବର ଭୂମି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
							ഉദാഹരണം : 
							କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
							
പര്യായപദങ്ങൾ : ନୀରସା ଜମି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
							ഉദാഹരണം : 
							କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
							
പര്യായപദങ്ങൾ : ଟାଙ୍ଗର ଜମି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
							ഉദാഹരണം : 
							ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
							
പര്യായപദങ്ങൾ : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
മറ്റ് ഭാഷകളിലേക്കുള്ള വിവർത്തനം :