അർത്ഥം : କୌଣସି ଇଂରେଜୀ ମାସର ଅଷ୍ଟାବିଂଶତିତମ ଦିନ ପଡ଼ୁଥିବା ତାରିଖ
							ഉദാഹരണം : 
							ଅଠେଇଶ ତାରିଖରେ ଦୀପାବଳି ପଡ଼ୁଛି
							
പര്യായപദങ്ങൾ : ଅଠେଇଶ ତାରିଖ
അർത്ഥം : କୋଡ଼ିଏ ଆଉ ଆଠ ମିଶି ହେଉଥିବା ସଂଖ୍ୟା
							ഉദാഹരണം : 
							ତିରିଶରୁ ଦୁଇ ଫେଡ଼ିଲେ ଅଠେଇଶ ହୁଏ
							
പര്യായപദങ്ങൾ : ୨୮
മറ്റ് ഭാഷകളിലേക്കുള്ള വിവർത്തനം :