അർത്ഥം : ଯେଉଁଥିରେ ଚେତନ ବା ଜୀବନ ନାହିଁ
							ഉദാഹരണം : 
							ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
							
പര്യായപദങ്ങൾ : ଅଚୈତନ୍ୟ, ଚେତନା ରହିତ, ଜଡ଼, ଭୌତିକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁଥିରେ ସଂପୂର୍ଣ୍ଣଭାବେ ଚେତନା ନାହିଁ
							ഉദാഹരണം : 
							ରୋଗୀ ଅନେକ ଦିନରୁ ଅଚେତ ଅବସ୍ଥାରେ ପଡ଼ିରହିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
जिसमें ठीक या पूरी चेतना न हो।
रोगी कई दिनों से अवचेतन स्थिति में पड़ा है।Just below the level of consciousness.
subconsciousഅർത്ഥം : ଯାହାର ଚେତା ନାହିଁ
							ഉദാഹരണം : 
							ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍ ହୋଇଗଲା
							
പര്യായപദങ്ങൾ : ଅଚେତ, ଚେତନାରହିତ, ଚେତାଶୂନ୍ୟ, ଚେତାହୀନ, ଜ୍ଞାନଶୂନ୍ୟ, ବେହୋସ୍, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ
മറ്റ് ഭാഷകളിലേക്കുള്ള വിവർത്തനം :
जिसे होश न हो।
बेहोश आदमी के मुँह पर पानी के छींटे मारने से वह होश में आ गया।