ಅರ್ಥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
							ಉದಾಹರಣೆ : 
							ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
							
ಸಮಾನಾರ್ಥಕ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।ಅರ್ಥ : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
							ಉದಾಹರಣೆ : 
							ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
							
ಸಮಾನಾರ್ಥಕ : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ପରିଷ୍କୃତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसका परिष्करण हुआ हो या किया गया हो।
साहित्य में परिष्कृत भाषा का प्रयोग करना चाहिए।ಅರ್ಥ : ମେଘ ନଥିବା
							ಉದಾಹರಣೆ : 
							ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :