ಅರ್ಥ : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା
							ಉದಾಹರಣೆ : 
							ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ
							
ಸಮಾನಾರ್ಥಕ : ଅନିଚ୍ଛା, ଆଗ୍ରହହୀନତା, ଉଦ୍ୟମହୀନତା, ପ୍ରବୃତ୍ତିହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
प्रवृत्ति का अभाव या चित्त या मन का झुकाव न होने की अवस्था।
अप्रवृत्ति के कारण वह जीवन से निराश रहने लगा है।ಅರ್ಥ : ବିମୁଖ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
							
ಸಮಾನಾರ್ಥಕ : ଅପ୍ରସନ୍ନତା, ପ୍ରତିକୂଳତା, ବିମୁଖତା
ಇತರ ಭಾಷೆಗಳಿಗೆ ಅನುವಾದ :
The trait of lacking enthusiasm for or interest in things generally.
apathy, indifference, numbness, spiritlessness