ಅರ್ಥ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
							ಉದಾಹರಣೆ : 
							ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
							
ಸಮಾನಾರ್ಥಕ : ବେଳ
ಇತರ ಭಾಷೆಗಳಿಗೆ ಅನುವಾದ :
A period of time considered as a resource under your control and sufficient to accomplish something.
Take time to smell the roses.ಅರ್ಥ : ଏକ ଅନିଶ୍ଚିତ କାଳ
							ಉದಾಹರಣೆ : 
							ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An indefinite period (usually marked by specific attributes or activities).
The time of year for planting.ಅರ್ಥ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
							ಉದಾಹರಣೆ : 
							ସମୟ କାହାରିକୁ ଅପେକ୍ଷା କରେ ନାହିଁ  ଆପଣ କେଉଁ ଯୁଗର କଥା କହୁଛନ୍ତି  ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ  ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
							
ಸಮಾನಾರ್ಥಕ : ଅବସର, କାଳ, ଦିନ, ବେଳା, ଯୁଗ
ಇತರ ಭಾಷೆಗಳಿಗೆ ಅನುವಾದ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.ಅರ್ಥ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
							ಉದಾಹರಣೆ : 
							ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ଅଧିକ ସମୟ
							ಉದಾಹರಣೆ : 
							ଅପେକ୍ଷାରେ ତାଙ୍କର ଦିନ ସରିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
							ಉದಾಹರಣೆ : 
							ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
							ಉದಾಹರಣೆ : 
							ତାଙ୍କର ଏମାସପରେ ଭଲ ସମୟ ଆସିବ
							
ಇತರ ಭಾಷೆಗಳಿಗೆ ಅನುವಾದ :
The continuum of experience in which events pass from the future through the present to the past.
He waited for along time.ಅರ್ಥ : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
							ಉದಾಹರಣೆ : 
							ହୋଲି ବେଳ ଆସୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A period of the year marked by special events or activities in some field.
He celebrated his 10th season with the ballet company.ಅರ್ಥ : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
							ಉದಾಹರಣೆ : 
							ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
							
ಸಮಾನಾರ್ಥಕ : ମହଲତ
ಇತರ ಭಾಷೆಗಳಿಗೆ ಅನುವಾದ :