ಅರ್ಥ : ଧର୍ମଗ୍ରନ୍ଥଗୁଡିକ ଅନୁସାରେ ଆଧ୍ୟାତ୍ମିକ ଜ୍ଞାନ ଦେଉଥିବା ବା ପଥ ପ୍ରଦର୍ଶକ ଯେଉଁ ଗୁରୁଙ୍କର ସ୍ବାନୁଭୁତି ହୋଇସାରିଛି ଏବଂ ଯେ ସାଧନାର ଠିକ ରାସ୍ତା ବା ପ୍ରଣାଳୀ ବତାଇ ପାରନ୍ତି
						 
						 
					
							ಉದಾಹರಣೆ : 
							ଲୋକମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠେ ଯେ ପରିଣାମତଃ ସଦଗୁରୁଙ୍କୁ ଚିହ୍ନି ହେବ କେମିତି
							
					
							ಸಮಾನಾರ್ಥಕ : 
							ସଦ୍ଗୁରୁ, ସୁତୀର୍ଥ