ಅರ್ಥ : ଭିନ୍ନ-ଭିନ୍ନ ଜାତିର ବା ବର୍ଗର ଜନ୍ତୁ ବା ବୃକ୍ଷମାନଙ୍କର ସଂସର୍ଗ କରାଇଲେ ଯେଉଁ ଉନ୍ନତ ପ୍ରକାର ଜାତି ବା ବର୍ଗର ସୃଷ୍ଟି ହୁଏ
							ಉದಾಹರಣೆ : 
							କୃଷି ବୈଜ୍ଞାନିକ କୃଷକମାନଙ୍କୁ ସଙ୍କର ବିହନ ଦେଉଛନ୍ତି
							
ಸಮಾನಾರ್ಥಕ : ସଂକର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
							ಉದಾಹರಣೆ : 
							ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
							
ಸಮಾನಾರ್ಥಕ : ଜାରଜ, ବର୍ଣ୍ଣସଙ୍କର, ହାରମଜାଦା, ହାରାମୀ
ಇತರ ಭಾಷೆಗಳಿಗೆ ಅನುವಾದ :