ಅರ್ಥ : ମିଳନର କ୍ରିୟା ବା ଭାବ
							ಉದಾಹರಣೆ : 
							ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
							ಉದಾಹರಣೆ : 
							ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
The temporal property of two things happening at the same time.
The interval determining the coincidence gate is adjustable.ಅರ್ಥ : ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ
							ಉದಾಹರಣೆ : 
							ସେ ଆଜି ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ କରିନାହିଁ
							
ಸಮಾನಾರ್ಥಕ : ସଞ୍ଜୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
An instrumentality that connects.
He soldered the connection.ಅರ್ಥ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
							ಉದಾಹರಣೆ : 
							ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :