ಅರ್ಥ : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
							ಉದಾಹರಣೆ : 
							ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
							
ಸಮಾನಾರ್ಥಕ : ଝାଉଁଳିଯିବା, ମଉଳିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Wither, as with a loss of moisture.
The fruit dried and shriveled.ಅರ್ಥ : ସାରହୀନ ହେବା
							ಉದಾಹರಣೆ : 
							ପରିଶ୍ରମ କରିକରି ମୋ ଦେହ ଶୁଖିଗଲାଣି
							
ಸಮಾನಾರ್ಥಕ : ଝଡ଼ିଯିବା, ଶୀର୍ଣ୍ଣହେବା
ಇತರ ಭಾಷೆಗಳಿಗೆ ಅನುವಾದ :