ಅರ್ಥ : ଖେତରୁ ମୂଷାମାନଙ୍କୁ ଧରି ଖାଇଯାଉଥିବା ଏକ ପ୍ରକାର ପକ୍ଷୀ
							ಉದಾಹರಣೆ : 
							ମୁସମର ଚଞ୍ଚୁରେ ଖୁମ୍ପିଖୁମ୍ପି ମୂଷାକୁ ଘାଇଲା କରିଦେଲା
							
ಸಮಾನಾರ್ಥಕ : ମୁସମର, ମୁସମର ପକ୍ଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार की चिड़िया जो खेत में चूहों को पकड़कर खाती है।
मुसमर ने चोंच मार-मारकर चूहे को घायल कर दिया।