ಅರ್ಥ : ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍ ଗୁରୁତ୍ୱ ଥାଏ
							ಉದಾಹರಣೆ : 
							ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ  ତାକୁ ଏମିତି ସେମିତି ଭାବନାହିଁ
							
ಸಮಾನಾರ್ಥಕ : ଅକିଞ୍ଚନ, ଏମିତି ସେମିତି, ତୁଚ୍ଛ, ନଗଣ୍ୟ, ସାଧାରଣ
ಇತರ ಭಾಷೆಗಳಿಗೆ ಅನುವಾದ :
जो गणना में न हो या जिसकी कोई गिनती न हो या बहुत ही कम महत्व का।
जहाँ बड़े-बड़े विद्वान आ रहे हैं वहाँ हम जैसे नगण्य व्यक्तियों को कौन पूछेगा।(informal) small and of little importance.
A fiddling sum of money.ಅರ್ಥ : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
							ಉದಾಹರಣೆ : 
							ଏଇଟି ସାଧାରଣ ଶାଢ଼ୀ  ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
							
ಸಮಾನಾರ್ಥಕ : କାମଚଳା, ସାଧାରଣ, ସାମାନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Not exceptional in any way especially in quality or ability or size or degree.
Ordinary everyday objects.