ಅರ್ಥ : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
							ಉದಾಹರಣೆ : 
							ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
							
ಸಮಾನಾರ್ಥಕ : ପରିମାଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ୱର ସୂଚକ ଯେଉଁ ରେଖା ବା ଚିହ୍ନ କୌଣସି ଅକ୍ଷର ବା ବର୍ଣ୍ଣରେ ଲାଗେ
							ಉದಾಹರಣೆ : 
							କି- ରେ ଇ ସ୍ୱର ମାତ୍ରା ରହିଛି
							
ಸಮಾನಾರ್ಥಕ : ସ୍ୱର ମାତ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
स्वर की सूचक वह रेखा या चिह्न जो किसी अक्षर या वर्ण में लगता है।
कि में इ की स्वर मात्रा है।ಅರ್ಥ : ସଙ୍ଗୀତରେ ଗୀତ ତଥା ବାଦ୍ୟର ସମୟ ନିରୂପଣ କରିବା ନିମନ୍ତେ ସେତିକି ସମୟ ଯାହା ଗୋଟିଏ ସ୍ୱରର ଉଚ୍ଚାରଣରେ ଲାଗେ
							ಉದಾಹರಣೆ : 
							ସଙ୍ଗୀତରେ ତାଳ ମାତ୍ରାଉପରେ ବିଶେଷ ଧ୍ୟାନ ଦିଆଯାଏ
							
ಸಮಾನಾರ್ಥಕ : ତାଳ ମାତ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
संगीत में गीत तथा वाद्य का समय निरूपित करने के लिए उतना काल जितना एक स्वर के उच्चारण में लगता है।
संगीत में ताल मात्रा का विशेष ध्यान रखा जाता है।