ಅರ್ಥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
							
ಸಮಾನಾರ್ಥಕ : ପ୍ରବର୍ତ୍ତନା, ପ୍ରରୋଚନା, ମତାଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଉତ୍ତେଜିତ କରିବା
							ಉದಾಹರಣೆ : 
							ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
							
ಸಮಾನಾರ್ಥಕ : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତାଇବା, ପ୍ରବର୍ତ୍ତେଇବା, ମତାଇବା
ಇತರ ಭಾಷೆಗಳಿಗೆ ಅನುವಾದ :