ಅರ್ಥ : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
							ಉದಾಹರಣೆ : 
							ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A speech that is open to the public.
He attended a lecture on telecommunications.ಅರ್ಥ : ସମ୍ବୋଧିତ କରିବାର କ୍ରିୟା
							ಉದಾಹರಣೆ : 
							ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
							
ಸಮಾನಾರ್ಥಕ : ସମ୍ବୋଧନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୟାନ ଦେବାର କ୍ରିୟା ବା ଭାବ
							ಉದಾಹರಣೆ : 
							ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
							ಉದಾಹರಣೆ : 
							ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A speech that is open to the public.
He attended a lecture on telecommunications.