ಅರ್ಥ : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
							ಉದಾಹರಣೆ : 
							ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
							
ಸಮಾನಾರ್ಥಕ : ଖଣ୍ଡିତାଂଶ, ଧ୍ୱଂସାବଶେଷ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା
							ಉದಾಹರಣೆ : 
							ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା
							
ಸಮಾನಾರ್ಥಕ : ଭଙ୍ଗାଇଟାପଥରଗଦା
ಇತರ ಭಾಷೆಗಳಿಗೆ ಅನುವಾದ :