ಅರ್ಥ : ବ୍ୟବସାୟରେ ପୁଞ୍ଜି ଲଗାଇବା ପ୍ରକ୍ରିୟା
							ಉದಾಹರಣೆ : 
							ସେ ପ୍ରତିବର୍ଷ ନିଜ ଆୟର ପ୍ରାୟ ଅଧା ବିନିଯୋଗ କରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of investing. Laying out money or capital in an enterprise with the expectation of profit.
investing, investmentಅರ್ಥ : କୌଣସି ଫଳ ଉଦ୍ଦେଶ୍ୟରେ ଏକ ବସ୍ତୁର ଉପଯୋଗ
							ಉದಾಹರಣೆ : 
							କୋଟିକୋଟି ଟଙ୍କାରୁ ମଧ୍ୟ ଅଧିକ ଅନୁପୂରକ ଦାବି ଓ ସେହି ସମ୍ବନ୍ଧୀୟ ବିନିଯୋଗ ବିଧେୟକକୁ ଗୃହୀତ କରିଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
							ಉದಾಹರಣೆ : 
							ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
							
ಸಮಾನಾರ್ಥಕ : ଉପଯୋଗ, କାମ, ପ୍ରୟୋଗ, ବ୍ୟବହାର
ಇತರ ಭಾಷೆಗಳಿಗೆ ಅನುವಾದ :
The act of using.
He warned against the use of narcotic drugs.ಅರ್ಥ : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
							ಉದಾಹರಣೆ : 
							ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :