ಅರ್ಥ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							ಉದಾಹರಣೆ : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
ಸಮಾನಾರ್ಥಕ : ବହିଷ୍କୃତ
ಅರ್ಥ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							ಉದಾಹರಣೆ : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
ಸಮಾನಾರ್ಥಕ : ବହିଷ୍କୃତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							ಉದಾಹರಣೆ : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
ಸಮಾನಾರ್ಥಕ : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା
ಇತರ ಭಾಷೆಗಳಿಗೆ ಅನುವಾದ :