ಅರ್ಥ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
							ಉದಾಹರಣೆ : 
							ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
							
ಸಮಾನಾರ್ಥಕ : ବାଧା, ବ୍ୟତିକ୍ରମ, ବ୍ୟାଘାତ
ಇತರ ಭಾಷೆಗಳಿಗೆ ಅನುವಾದ :
Some abrupt occurrence that interrupts an ongoing activity.
The telephone is an annoying interruption.