ಅರ್ಥ : ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
							ಉದಾಹರಣೆ : 
							ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
							
ಸಮಾನಾರ್ಥಕ : ବାମାଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
							ಉದಾಹರಣೆ : 
							ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
							
ಸಮಾನಾರ್ಥಕ : ବାମପଂଥୀ, ବାମପନ୍ଥୀ, ବାମବାଦୀ, ଲେଫ୍ଟିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :