ಅರ್ಥ : ନାଚାର ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
							
ಸಮಾನಾರ್ಥಕ : ଅସହାୟତା, ନାଚାରଭାବ, ନିରୁପାୟତା
ಇತರ ಭಾಷೆಗಳಿಗೆ ಅನುವಾದ :
A feeling of being unable to manage.
helplessnessಅರ್ಥ : ଅପ୍ରସନ୍ନତା ସହିତ
							ಉದಾಹರಣೆ : 
							ଶ୍ୟାମ ବାଧ୍ୟବାଧକତାରେ ବାପାଙ୍କଦ୍ୱାରା ଦିଆଯାଇଥିବା କାମ କରୁଥିଲା
							
ಸಮಾನಾರ್ಥಕ : ଅପ୍ରସନ୍ନତା ପୂର୍ବକ, ଇଚ୍ଛା ବିରୋଧରେ, ବିନାଖୁସିରେ
ಇತರ ಭಾಷೆಗಳಿಗೆ ಅನುವಾದ :
अप्रसन्नता के साथ।
श्याम पिताजी द्वारा बताए हुए काम को नाराजगी से कर रहा था।