ಅರ್ಥ : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
							ಉದಾಹರಣೆ : 
							ରାହୁଲ ସର୍ତ୍ତ ଜିତିଗଲା
							
ಸಮಾನಾರ್ಥಕ : ସର୍ତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
							ಉದಾಹರಣೆ : 
							ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
							ಉದಾಹರಣೆ : 
							ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
							
ಸಮಾನಾರ್ಥಕ : ଜୁଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
							ಉದಾಹರಣೆ : 
							ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
							
ಸಮಾನಾರ್ಥಕ : ପଣ
ಇತರ ಭಾಷೆಗಳಿಗೆ ಅನುವಾದ :