ಅರ್ಥ : ଉଚ୍ଚ ପଦରେ ଥିବା ଅଧିକାରୀ
							ಉದಾಹರಣೆ : 
							ଆୟୋଗଦ୍ୱାରା ଉଚ୍ଚପଦାଧିକାରୀଙ୍କ ନିଯୁକ୍ତି ଚାଲିଛି
							
ಸಮಾನಾರ್ಥಕ : ଉଚ୍ଚପଦାଧିକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
उच्च पद पर आसीन अधिकारी।
आयोग द्वारा उच्च पदाधिकारियों की नियुक्ति जारी है।ಅರ್ಥ : ଯେଉଁ ଅଧିକାରୀ କାର୍ଯ୍ୟାଳୟର କାମ ତଦାରଖ କରନ୍ତି
							ಉದಾಹರಣೆ : 
							ରାଜ୍ୟ ପରିବହନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅବଧେଶ ଶର୍ମା
							
ಇತರ ಭಾಷೆಗಳಿಗೆ ಅನುವಾದ :
वह अधिकारी जो कार्यालय के कामकाज देखता हो।
जेट ट्रान्सपोर्ट कार्यालय के आधिकारिक प्रभारी अवधेश शर्मा हैं।ಅರ್ಥ : ଯେଉଁ ଅଧିକାରୀ କୌଣସି ଉଚ୍ଚ ପଦରେ ଅଧିଷ୍ଠିତ
							ಉದಾಹರಣೆ : 
							ତାଙ୍କର ବଡ଼ ଭାଇ ରାଜସ୍ୱ ବିଭାଗରେ ଉଚ୍ଚ ଅଧିକାରୀ ଅଛନ୍ତି
							
ಸಮಾನಾರ್ಥಕ : ଉଚ୍ଚ ଅଧିକାରୀ, ଉଚ୍ଚାଧିକାରୀ