ಅರ್ಥ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
							ಉದಾಹರಣೆ : 
							ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ  ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନୀଚ ଓ ପାଜି
							ಉದಾಹರಣೆ : 
							ସେ ଏକ ନମ୍ବରର ଲଫଙ୍ଗା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଉପଦ୍ରବ କରେ
							ಉದಾಹರಣೆ : 
							ସେ ଜଣେ ଉପଦ୍ରବୀ ବ୍ୟକ୍ତି
							
ಸಮಾನಾರ್ಥಕ : ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ
ಇತರ ಭಾಷೆಗಳಿಗೆ ಅನುವಾದ :