ಅರ್ಥ : ଯେ ପ୍ରେମ କରେ
							ಉದಾಹರಣೆ : 
							ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି
							
ಸಮಾನಾರ್ಥಕ : ପ୍ରେମୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ତ୍ରୀ ଦୃଷ୍ଟିରୁ ତାଙ୍କ ସହିତ ଯେଉଁ ପୁରୁଷର ଅନୁଚିତ ସମ୍ପର୍କ ଅଛି
							ಉದಾಹರಣೆ : 
							ସେ ତା ପ୍ରେମିକ ସହିତ ବୁଲିବାକୁ ଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ପୁରୁଷ ପ୍ରେମ କରେ
							ಉದಾಹರಣೆ : 
							ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :