ಅರ್ಥ : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
							ಉದಾಹರಣೆ : 
							ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା  ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
							
ಸಮಾನಾರ್ಥಕ : ଚାପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ରୋଗର କ୍ରମାଗତ ପ୍ରଭାବ
							ಉದಾಹರಣೆ : 
							ତାଙ୍କ ଗାଁରେ ଏବେବି ହଇଜାର ପ୍ରକୋପ କମିନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୁଗ୍ରୀବଙ୍କ ମନ୍ତ୍ରୀ
							ಉದಾಹರಣೆ : 
							ପ୍ରଭାବଙ୍କ ବର୍ଣ୍ଣନା ରାମାୟଣରେ ମିଳେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ପ୍ରଭାବଶାଳୀ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ପ୍ରଭାବଶାଳିତା ବଳରେ ତାଙ୍କୁ ଏହି ଚାକିରି ମିଳିଲା
							
ಸಮಾನಾರ್ಥಕ : ପ୍ରଭାବବତ୍ତା, ପ୍ରଭାବଶାଳିତା
ಇತರ ಭಾಷೆಗಳಿಗೆ ಅನುವಾದ :
प्रभावशाली होने की अवस्था या भाव।
प्रभावशालिता के बल पर उसे यह नौकरी मिली।The quality of making a strong or vivid impression on the mind.
impressivenessಅರ್ಥ : ସୂର୍ଯ୍ୟଦେବଙ୍କ ଜଣେ ପୁତ୍ର
							ಉದಾಹರಣೆ : 
							ପ୍ରଭାବଙ୍କ ବର୍ଣ୍ଣନା ପୁରାଣରେ ମିଳେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical being