ಅರ್ಥ : ପ୍ରସନ୍ନ ବା ଖୁସୀ କରିବାର କାମ
							ಉದಾಹರಣೆ : 
							ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧନ ଆବଶ୍ୟକ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ପ୍ରସନ୍ନ ହୋଇଛି
							ಉದಾಹರಣೆ : 
							ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା  ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ
							
ಸಮಾನಾರ್ಥಕ : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसे प्रसन्नता हुई हो।
पदोन्नति का समाचार सुनाने के लिए मनोज प्रसन्न मन से घर पहुँचा।